Coach Gangaadhaar v pradhan Facebook ad: “ସ୍ଵରବିଜ୍ଞାନ ଏକ ଚମତ୍କାର।”

Ran for 16 days, from June 8 to June 23, 2026, the last day Crush saw it.
Run by Coach Gangaadhaar v pradhan on Facebook. Crush is not the advertiser and does not verify its claims. See this ad in Meta's Ad Library(opens in a new tab)
Want an ad like this for your product?
Crush makes new ad images for your product from this ad: your logo, your product photo, your offer.
Trials from $19.95 USD, then $79.95 USD a month. Cancel anytime.
About this ad
- Meta Ad Library ID
- 2036213303995813
- Platforms
- Facebook, Instagram and Audience Network
- Relaunches
- 0
Ad text
ସ୍ଵରବିଜ୍ଞାନ ଏକ ଚମତ୍କାର। ଶ୍ରୀମଦ୍ ଭଗବତ ଗୀତା ଯେଉଁଭଳି ଭଗବାନ ଶ୍ରୀକୃଷ୍ଣ ଓ ସଖା ଅର୍ଜୁନ ଙ୍କ ସମ୍ବାଦ ସେହିଭଳି ଭଗବାନ ଭୋଲା ଶଙ୍କର ଓ ମା ପାର୍ବତୀଙ୍କର ସମ୍ବାଦର ଅମୂଲ୍ୟ ଅବର୍ଣ୍ଣନୀୟ ଜ୍ଞାନଗଙ୍ଗା ହେଉଛି ଏହି "ସ୍ଵର ବିଜ୍ଞାନ" ସ୍ଵର ବିଜ୍ଞାନ ଏଭଳି ଏକ ବିଜ୍ଞାନ ଯାହା ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ବହୁତ ଆବଶ୍ୟକ ଅଟେ ! ମା ପାର୍ବତୀ ସଂସାରର କଲ୍ୟାଣ ପାଇଁ କିଛି ଉପାୟ ଜାଣିବାକୁ ପ୍ରାର୍ଥନା କରିବାପରେ ଭଗବାନ ଭୋଲାଶଙ୍କର ଏକ ମହାନ ଉପାୟ ବିଷୟରେ କହିଥିଲେ ଯାହା ପାତ୍ରମାନେ ପାଇବାକୁ ଯୋଗ୍ୟ ଅଟନ୍ତି। ଏହି ସ୍ୱରବିଜ୍ଞାନରେ ଇଡା ନାଡ଼ି, ପିଙ୍ଗଳା ନାଡି ଓ ସୁଷମ୍ନା ନାଡିର ସାହାର୍ଯ୍ୟରେ ଆମେ କଣ ଓ କେଉଁ କାମକୁ କେତେ ସହଜରେ ପ୍ରାପ୍ତିହେବା ସହିତ ଏ ବିଷୟରେ କିଛି ଅଧିକ ଜାଣିବାପାଇଁ ଆମର ଏକ ZOOM ONLINE କର୍ମଶାଳାରେ ଆପଣ ଯୋଗ ଦେଇପାରିବେ। ଏଥିରେ ଆମେ ଆଧ୍ୟାତ୍ମିକ, ଶାରୀରିକ, ସମ୍ପର୍କ, ଜୀବିକା ଓ ଅର୍ଥନୈତିକ ଅଭିବୃଦ୍ଧି ର ଜ୍ଞାନଗଙ୍ଗା ପ୍ରାପ୍ତିହେବା ସହିତ ଏହାର ପ୍ରୟୋଗ କରି ଆମ ଜୀବନର ପ୍ରତିଟି କ୍ଷେତ୍ରରେ ଉନ୍ନତି କୁ ଆକର୍ଷିତ କରିପାରିବା। ଏଥିରେ ଆମେ ଏହି ବିଦ୍ୟାର ସାହାର୍ଯ୍ୟରେ ଜାଣିପାରିବା କେମିତି ଆମେ କେଉଁ ନାଡ଼ିକୁ Active କରି *ପ୍ରଭାତରେ ଶଯ୍ୟାତ୍ୟାଗ କରିବା। * ଦୈନଦିନ କାର୍ଯ୍ୟ କିଭଳି କରିବା। * ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି * ଉତ୍ତମ ଅଧ୍ୟୟନ * ଗୃହ ପ୍ରବେଶ * ଶପଥ ଗ୍ରହଣ * ଭୂମି ପୂଜନ * ଧ୍ୟାନ * ଦୂର ଯାତ୍ରା * ଚାଷ କାର୍ଯ୍ୟ * ଶିକ୍ଷାରମ୍ଭ * ନୂତନ ଜମି କ୍ରୟ ଏଭଳି ଜୀବନର ପ୍ରତିଟି କ୍ଷେତ୍ରକୁ ଅତ୍ୟନ୍ତ ସହଜ କରିପାରିବା ଧନ୍ୟବାଦ। 🫶🕉🪬♾️☯️🧿🔮🪄
Where the ad sends people
fb.me
ସ୍ଵରବିଜ୍ଞାନ ଏକ ଚମତ୍କାର।
Sign up: fb.me(opens in a new tab)







